Author: Purva Paksha

Vasectomy : ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୩-୨୪ରେ କୋରାପୁଟରେ ସର୍ବାଧିକ ୩୦୭, ସୁନ୍ଦରଗଡ଼ରେ ୨୮୨ ଓ ରାୟଗଡ଼ାରେ ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ପରିବାର ନିୟୋଜନର ଏକ ବିକଳ୍ପ ମାଧ୍ୟମ ଭାବରେ ଭାସ୍କୋଟମୀକୁ ସ୍ୱୀକୃତି କମ୍ ଥିବାବେଳେ ଅଧିକ ବିକଶିତ ଏବଂ ଶିକ୍ଷିତ ଉପକୂଳବର୍ତ୍ତୀ ଜିଲ୍ଲା ତୁଳନାରେ ଆଦିବାସୀ ଜିଲ୍ଲାମାନେ ପୁରୁଷ ବନ୍ଧ୍ୟାକରଣ ଗ୍ରହଣ କ୍ଷେତ୍ରରେ ଅଗ୍ରଣୀ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଭଳି ଜିଲ୍ଲା ପୁରୁଷ ବନ୍ଧ୍ୟାକରଣ ସେବାରେ ଆଗରେ ଥିବାବେଳେ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ବାଲେଶ୍ୱର ପଛରେ ରହିଛନ୍ତି। ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୩-୨୪ରେ କୋରାପୁଟରେ ସର୍ବାଧିକ ୩୦୭, ସୁନ୍ଦରଗଡ଼ରେ ୨୮୨ ଓ ରାୟଗଡ଼ାରେ ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୬, କଟକରୁ ୨୮, ଗଞ୍ଜାମରୁ ୬୯ ଓ ବାଲେଶ୍ୱରରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ଓ ନବରଙ୍ଗପୁରରେ ଯଥାକ୍ରମେ…

Read More