Author: Purva Paksha

498A IPC : ଯୌତୁକ ନିର୍ଯାତନା ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଅଦାଲତଙ୍କୁ ଚେତାବନୀ ଦେଇଛନ୍ତି ଯେ ବିନା ପ୍ରମାଣରେ ସ୍ୱାମୀଙ୍କ ଦୂର ସମ୍ପର୍କୀୟଙ୍କୁ ଏହି ମାମଲାରେ ଫସାଇବେ ନାହିଁ। ଅଦାଲତ କହିଛନ୍ତି ଯେ ଅନେକ ସମୟରେ ଯୌତୁକ ନିର୍ଯାତନା ମାମଲାରେ ସ୍ୱାମୀଙ୍କ ଦୂର ସମ୍ପର୍କୀୟଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଏ, ଯେତେବେଳେ ସେମାନଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନ ଥାଏ। ଯୌତୁକ ନିର୍ଯାତନା ମାମଲାରେ ସ୍ୱାମୀଙ୍କ ଦୂର ସମ୍ପର୍କୀୟଙ୍କୁ ବିନା କାରଣରେ ଦୋଷୀ ସାବ୍ୟସ୍ତ କରାଯିବା ଉଚିତ ନୁହେଁ ସ୍ୱାମୀଙ୍କ ସମ୍ପର୍କୀୟ ଭାଇ ଓ ପତ୍ନୀଙ୍କ ବିରୋଧରେ ହୋଇଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ଯୌତୁକ ନିର୍ଯାତନା ମାମଲାରେ ବଢ଼ୁଥିବା ଅପବ୍ୟବହାର କୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ ଯୌତୁକ ନିର୍ଯାତନା ଅଭିଯୋଗର ଗଭୀର ତଦନ୍ତ କରାଯିବା ସହ ସ୍ୱାମୀଙ୍କ ଦୂର ସମ୍ପର୍କୀୟମାନେ ଯେପରି ଅଯଥାରେ ଏଥିରେ ସମ୍ପୃକ୍ତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ କୋର୍ଟଙ୍କୁ…

Read More