Author: Purva Paksha

Maharasta CM : ନିର୍ବାଚନ ଫଳାଫଳ ଆସିବାର ୯ ଦିନ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଛି। ଗୋଟିଏ ପଟେ ବର୍ତ୍ତମାନର ସିଏମ ଏକନାଥ ସିନ୍ଦେ ଅଛନ୍ତି, ଯିଏ ବାରମ୍ବାର ସଙ୍କେତ ଦେଉଛନ୍ତି ଯେ ସେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବି ଦୌଡ଼ରୁ ହଟି ନାହାନ୍ତି।  ମହାରାଷ୍ଟ୍ରରେ କିସ୍ସା କୁର୍ସିକା କାହାଣୀ ବନ୍ଦ ହେଉନାହିଁ। ନିର୍ବାଚନ ଫଳାଫଳ ଆସିବାର ୯ ଦିନ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଛି। ଗୋଟିଏ ପଟେ ବର୍ତ୍ତମାନର ସିଏମ ଏକନାଥ ସିନ୍ଦେ ଅଛନ୍ତି, ଯିଏ ବାରମ୍ବାର ସଙ୍କେତ ଦେଉଛନ୍ତି ଯେ ସେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବି ଦୌଡ଼ରୁ ହଟି ନାହାନ୍ତି। ସେ ମଧ୍ୟ ରେସରେ ଅଛନ୍ତି ବୋଲି ସଂକେତ ଦେବାରେ କିଛି ହେଳା କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ପଦରୁ କମରେ ସେ ସନ୍ତୁଷ୍ଟ ହେବେ ନାହିଁ ବୋଲି ଏହି ୯ ଦିନ ମଧ୍ୟରେ ସେ ଯଥେଷ୍ଟ ସଂକେତ…

Read More