Author: Purva Paksha

Delhi, pollution and stubble burning : ବୁଧବାର ଦିନ ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ବା ଏଆଇକ୍ୟୁ ୬୦୦ ପାଖାପାଖି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ହୋଇପାରେ ବୋଲି ଅଶଙ୍କା କରାଯାଉଛି। ଧୂଆଁ ଓ ଧୂଳିରେ ଚାଦରରେ ଢ଼ାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ। ଦିନକୁ ଦିନ ଆହୁରି ଭୟଙ୍କର ହେଲାଣି ଏଠାକାର ବାୟୁ ପ୍ରଦୂଷଣ । ସମଗ୍ର ସହରରେ ନିଶ୍ୱାସ ନେବା ମୁସକିଲ୍ ହୋଇପଡିଛି। ଏପରିକି ଘରୁ ବାହାରିବା ଯେତିକି କଷ୍ଟକର ସେତିକି ବିପଦପୂର୍ଣ୍ଣ ହୋଇପଡିଛି। ବୁଧବାର ଦିନ ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ବା ଏଆଇକ୍ୟୁ ୬୦୦ ପାଖାପାଖି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ହୋଇପାରେ ବୋଲି ଅଶଙ୍କା କରାଯାଉଛି। ଦିଲ୍ଲୀରେ ପୁଣିଥରେ ଏଠାରେ ଅଡ୍‌-ଇଭେନ୍ ମଧ୍ୟ ଲାଗୁ ହୋଇପାରେ।ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ…

Read More