Author: Purva Paksha

New Honda Amaze : ନୂଆ ହୋଣ୍ଡା ଆମେଜ୍ ହେଉଛି ଏଡିଏସ୍ ପ୍ରଦାନ କରୁଥିବା ଭାରତର ସବୁଠାରୁ ଶସ୍ତା ଯାତ୍ରୀବାହୀ କାର୍ । ଏହି ଫିଚର ପାଇବାରେ ଏହା ଦେଶର ପ୍ରଥମ କମ୍ପ୍ୟାକ୍ଟ ସେଡାନ୍ ମଧ୍ୟ ଅଟେ । ହୋଣ୍ଡା କାର୍‍ସ ଇଣ୍ଡିଆ ଆଜି ହୋଣ୍ଡା ଆମେଜ ୨୦୨୪ ଲଞ୍ଚ କରିଛି ଯାହାର ପ୍ରାରମ୍ଭିକ ମୂଲ୍ୟ ୮ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍) ରହିଛି। ରେଞ୍ଜ-ଟପିଂ ଭାରିଆଣ୍ଟ ୧୦.୯୦ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍)ରେ ଉପଲବ୍ଧ ହେଉଛି। ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା (ଏଡିଏଏସ) – ହୋଣ୍ଡା ସେନ୍ସିଂ ପ୍ରଦାନ କରୁଥିବା ଆମାଜ୍ ଏବେ ଦେଶର ସବୁଠାରୁ ଶସ୍ତା କାର । ସିଟି ମିଡ୍ ସାଇଜ୍ ସେଡାନ୍ ହେଉ କିମ୍ବା ଏଲିଭେଟ୍ ମିଡ୍ ସାଇଜ୍ ଏସ୍ୟୁଭି ହେଉ କିମ୍ବା ନୂଆ ଆମେଜ୍ କମ୍ପ୍ୟାକ୍ଟ ସେଡାନ୍ ହେଉ, ଭାରତରେ ପ୍ରତ୍ୟେକ ହୋଣ୍ଡା ମଡେଲ୍ ଏଡିଏଏସ୍ ପ୍ରଦାନ କରିଥାଏ। ହୋଣ୍ଡା ହେଉଛି ଭାରତର ଏକମାତ୍ର କାର୍ ନିର୍ମାତା ଯାହାର…

Read More