Author: Purva Paksha

Sambhal to Ajmer : କାଶି, ମଥୁରା କିମ୍ବା ସମ୍ଭଲ ସହିତ ବିବାଦର ତାଲିକା ସମ୍ପୂର୍ଣ୍ଣ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ଭୁଲ। ଅତିକମରେ ୧୨ଟି ହାଇପ୍ରୋଫାଇଲ ମାମଲା ଏବେ ମଧ୍ୟ ଅଦାଲତରେ ଲମ୍ବିତ ଅଛି। ଅଯୋଧ୍ୟାରେ ଯେତେବେଳେ ରାମ ଜନ୍ମଭୂମି ଆନ୍ଦୋଳନ ଚରମ ସୀମାରେ ଥିଲା, ସେତେବେଳେ ଗୋଟିଏ ସ୍ଲୋଗାନ ପ୍ରସିଦ୍ଧ ହୋଇଥିଲା। ଆଉ ସେହି ସ୍ଲୋଗାନ ଥିଲା, ଅଯୋଧ୍ୟା ତ ଟ୍ରେଲର, କାଶୀ-ମଥୁରା ଏବେ ବାକି ଅଛି। ରାମ ଜନ୍ମଭୂମି ବିବାଦ ଶେଷ ହେବା ପରେ କାଶୀର ଜ୍ଞାନବାପି ମସଜିଦ ଏବଂ ମଥୁରାର ସାହି ଇଦ୍‍ଗାହ ମସଜିଦକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ଦୁଇସ୍ଥାନରେ ହିନ୍ଦୁ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା ବୋଲି ହିନ୍ଦୁ ପକ୍ଷ ଦାବି କରନ୍ତି। ଏନେଇ ସେମାନେ ଐତିହାସିକ ଦଲିଲ ମଧ୍ୟ ରଖୁଛନ୍ତି। ଏହି ଦୁଇ ମାମଲା ଏବେ ଅଦାଲତରେ ବିଚାରାଧିନ ଥିବାବେଳେ ଉତ୍ତର ପ୍ରଦେଶରେ ସମ୍ଭଲକୁ ନେଇ ନୂଆ…

Read More