Author: Purva Paksha

Powerfull Navy : ଡିସେମ୍ବର ୪ ତାରିଖରେ ପୁରୀରେ ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଦିବସ ପାଳିତ ହୋଇଥିଲା। ପୁରୀ ବେଳାଭୂମିରେ ଭାରତୀୟ ନୌସେନା ତା’ର ଶକ୍ତି ପ୍ରଦର୍ଶନ କରିଥିଲା। ଏମିତି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା କାହା ପାଖରେ ଅଛି ? ନୌଶକ୍ତି ହିସାବରେ ଭାରତର ସ୍ଥାନ କେଉଁଠି? ଆସନ୍ତୁ ଖୋଜିବା ସେହି ପ୍ରଶ୍ନର ଉତ୍ତର। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଦୃଷ୍ଟାନ୍ତମୂଳକ ସାହସ ପ୍ରଦର୍ଶନ କରିଥିବା ଭାରତୀୟ ନୌସେନିକଙ୍କ ସାହସ, ଶକ୍ତି ଏବଂ ସମର୍ପଣକୁ ନମସ୍କାର କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ କରାଯାଏ। ଡିସେମ୍ବର ୪ ତାରିଖରେ ପୁରୀରେ ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଦିବସ ପାଳିତ ହୋଇଥିଲା। ପୁରୀ ବେଳାଭୂମିରେ ଭାରତୀୟ ନୌସେନା ତା’ର ଶକ୍ତି ପ୍ରଦର୍ଶନ କରିଥିଲା। ଏମିତି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ,…

Read More