Author: Purva Paksha

DMF : ୨୦୨୦ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଥିବା ୪୫୨ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପାଇଁ ୫୨୭ କୋଟି ୮୮ ଲକ୍ଷ ୬୨ ହଜାର ୫୧୬ଟଙ୍କା ଡିଏମ୍ଏଫ୍ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି। କେନ୍ଦଝର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରେ ଅର୍ଯ୍ୟାପ୍ତ ଅର୍ଥ ଥିବାରୁ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ୫-ଟି ରୂପାନ୍ତରଣ ନାମରେ ସ୍କୁଲ ମରାମତି ନାମରେ ପାଣିଭଳି ଟଙ୍କା ଖର୍ଚ୍ଚ କରିଛନ୍ତି। ସ୍କୁଲ ପିଛା ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ କରିଥିବା ବିଧାୟକ ଅନାମ ନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାକୁ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ୨୦୨୦ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଥିବା ୪୫୨ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପାଇଁ ୫୨୭ କୋଟି ୮୮ ଲକ୍ଷ ୬୨ ହଜାର…

Read More