Author: Purva Paksha

Malnutrition : ରାଜ୍ୟରେ ସମୁଦାୟ ୧୧,୭୧୦ ଜଣ ଶିଶୁ, ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪୬୦ ଜଣ ଅଛନ୍ତି ଏବଂ ରାଜ୍ୟରେ ସମୁଦାୟ ୧୧,୭୧୦ ଜଣ ପୁଷ୍ଟିହୀନତା ରୋଗରେ ପୀଡ଼ିତ ଅଛନ୍ତି। ରାଜ୍ୟରେ ସମୁଦାୟ ୧୧,୭୧୦ ଜଣ ଶିଶୁ ଗୁରୁତର ପୁଷ୍ଟିହୀନତା ରୋଗରେ ପୀଡ଼ିତ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ ସୂଚନା ଦେଇଛନ୍ତି। ଭାଜପା ବିଧାୟକ ଲକ୍ଷ୍ମଣ ବାଗଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪୬୦ ଜଣ ଅଛନ୍ତି ଏବଂ ରାଜ୍ୟରେ ସମୁଦାୟ ୧୧,୭୧୦ ଜଣ ପୁଷ୍ଟିହୀନତା ରୋଗରେ ପୀଡ଼ିତ ଅଛନ୍ତି। ମୟୂରଭଞ୍ଜ ପରେ କେନ୍ଦୁଝରରେ ୧୨୬୯ ଓ ନବରଙ୍ଗପୁରରେ ୭୬୦ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥିବାବେଳେ କେନ୍ଦୁଝର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା ବୋଲି ସେ କହିଛନ୍ତି। ରାୟଗଡ଼ାରେ ୬୪୫, କଳାହାଣ୍ଡିରେ ୬୩୬, ମାଲକାନଗିରିରେ…

Read More