Author: Purva Paksha

One Nation One Election Bill: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସରକାର ଏହି ବିଲ୍ ଉପରେ ଏକ ସହମତି ଭିତ୍ତି କରି ଏହାକୁ ସଂସଦୀୟ କମିଟି (ଜେପିସି)କୁ ବିସ୍ତୃତ ଆଲୋଚନା ପାଇଁ ପଠାଇବାକୁ ଚାହୁଁଛନ୍ତି। କେନ୍ଦ୍ରର ଥିବା ନରେନ୍ଦ୍ର ମୋଦୀ ସରକାର ଚଳିତ ସଂସଦ ଅଧିବେଶନରେ ‘ୱାନ ନେସନ, ୱାନ ଇଲେକ୍ସନ’ ବିଲ୍ ଉପସ୍ଥାପନ କରିପାରିନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଶୀତକାଳୀନ ଅଧିବେଶନରେ ସରକାର ଏହି ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। କହିରଖୁଛୁ ଯେ ୱାନ ନେସନ, ୱାନ ଇସେକ୍ସନ ଉପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିସାରିଛି। ସୂଚନାନୁସାରେ ସରକାର ଏହି ବିଲ୍ ଉପରେ ଏକ ସହମତି ପ୍ରକାଶ କରିବାକୁ ଏବଂ ଏହାକୁ ସଂସଦୀୟ କମିଟି (ଜେପିସି) କୁ ବିସ୍ତୃତ ଆଲୋଚନା ପାଇଁ ପଠାଇବାକୁ ଚାହୁଁଛନ୍ତି। ଖବର ଅନୁଯାୟୀ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ବିଶେଷଜ୍ଞ କମିଟିର ୧୮,୬୩୬ ପୃଷ୍ଠାର ରିପୋର୍ଟ ଉପରେ…

Read More