Author: Purva Paksha

Syria civil war : ପିଏମ୍ ମହମ୍ମଦ ଗାଜୀ ଏକ ଭିଡିଓ ମାଧ୍ୟରେ ବାର୍ତ୍ତା ଦେଇଛନ୍ତି ଯେ, ସେ ଦେଶରେ ରହିବେ ଏବଂ ସିରିଆବାସୀ ଯେଉଁ ବ୍ୟକ୍ତିଙ୍କୁ ଚୟନ କରିବେ ତାଙ୍କ ସହିତ ମିଶି କାମ କରିବେ। ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ଶାସନର ପତନ ଘଟିଛି। ସେ ଦେଶ ଛାଡ଼ିବା ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀମାନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି। ପିଏମ୍ ମହମ୍ମଦ ଗାଜୀ ଏକ ଭିଡିଓ ମାଧ୍ୟରେ ବାର୍ତ୍ତା ଦେଇଛନ୍ତି ଯେ, ସେ ଦେଶରେ ରହିବେ ଏବଂ ସିରିଆବାସୀ ଯେଉଁ ବ୍ୟକ୍ତିଙ୍କୁ ଚୟନ କରିବେ ତାଙ୍କ ସହିତ ମିଶି କାମ କରିବେ। ତେବେ ଚାଲନ୍ତୁ ଜାଣିବା ବସନ୍ତ ବିପ୍ଲବର ୧୩ ବର୍ଷରେ କେମିତି ଭୁଶୁଡ଼ିଲା ଏକଛତ୍ରବାଦୀ ସାମ୍ରାଜ୍ୟ । ଆରବରେ ଥିବା ଦେଶମାନଙ୍କ ପାଇଁ ୨୦୧୧ ମସିହା ସଂକଟପୂର୍ଣ୍ଣ ବର୍ଷ ରହିଥିଲା। ଟ୍ୟୁନିସିଆରେ ଜଣେ ପରିବା ବିକୁଥିବା ବ୍ୟକ୍ତିର ଆତ୍ମଦାହରୁ ଆରମ୍ଭ ହୋଇଥିବା ଆନ୍ଦୋଳନର…

Read More