Author: Purva Paksha

Sujit Kumar Net Worth: ସୁଜିତ୍‍ କୁମାର ସାଂସଦ ହେବା ପରେ ତାଙ୍କ ବାର୍ଷିକ ଆୟରେ ଯଥେଷ୍ଟ ବୃଦ୍ଧି ଘଟିଛି। ଏହା ସେ ଆଜି ବିଧାନସଭାରେ ରାଜ୍ୟସଭା ସାଂସଦ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ସ୍ପଷ୍ଟ ହୋଇଛି। ଆମେରିକାର ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ ପଢ଼ି ଓଡ଼ିଶାରେ ରାଜନୀତିକୁ କ୍ୟାରିୟର ଭାବେ ଗ୍ରହଣ କରିଥିବା ସୁଜିତ କୁମାର ପୁଣିଥରେ ରାଜ୍ୟସଭା ଲାଗି ପ୍ରାର୍ଥୀ ହୋଇଛନ୍ତି। ଏଥର ବିଜେପିରୁ ଏକମାତ୍ର ପ୍ରାର୍ଥୀଭାବେ ସେ ସରକାରୀ ଦଳକୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବା ପ୍ରାୟତଃ ସ୍ପଷ୍ଟ ହୋଇଛି। କଳାହାଣ୍ଡିର ସତ୍ୟନାରାୟଣ ସେଠଙ୍କ ୪୯ ବର୍ଷୀୟ ପୁଅ ସୁଜିତ କୁମାରଙ୍କ ରୋଜଗାର କେତେ? ଗଲା ଦୁଇବର୍ଷ ରାଜନୀତିରୁ ସେ ଦି’ପଇସା ରୋଜଗାର କରିଛନ୍ତି ନା ନାହିଁ? ଏବେ ସେ ପୁଣିଥରେ ସାଂସଦ ହେଲେ ବ୍ୟକ୍ତିଗତ ପାଣ୍ଠି ବୃଦ୍ଧି କରିବାରେ କେତେ ସଫଳ ହେବେ? ଏ ପ୍ରଶ୍ନ ମନରେ ସୃଷ୍ଟି ହେବା ନୂଆ କଥା ନୁହେଁ। ଆସନ୍ତୁ ଏ…

Read More