Author: Purva Paksha

Uterine vaccine:ଉଲ୍ଲେଖ କରାଯାଇପାରେ ଯେ ଦେଶରେ ୧୫ରୁ ୪୪ ବର୍ଷ ବୟସ ମହିଳାଙ୍କ ମଧ୍ୟରେ ସର୍ଭିକାଲ କ୍ୟାନସର ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ରୋଗ। ଦେଶର କୋଟି କୋଟି ମହିଳାଙ୍କ ପାଇଁ ଭଲ ଖବର। ସର୍ଭାଇକଲ୍ କ୍ୟାନସର ବା ଜରାୟୁ କର୍କଟ ପାଇଁ ମହିଳାମାନଙ୍କୁ ମିଳିବ ସ୍ୱଦେଶୀ ଟୀକା ମିଳିବା ଆରମ୍ଭ ହୋଇଛି। ପୁନେର ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଟୀକା ବାହାର କରିଛି। ଟୀକା ଉପଲବ୍ଧ ନେଇ ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାଓ୍ୱାଲା ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ୨୦୦୦ ରୁ ୪୦୦୦ ଟଙ୍କା ମଧ୍ୟରେ ମିଳିବ ଜରାୟୁ କର୍କଟ ଟୀକାର ଦୁଇଟି ଡୋଜ। ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ୯ରୁ ୧୪ବର୍ଷ ବୟସର କିଶୋରୀଙ୍କୁ ଟୀକା ଦିଆଯିବ। ଉଲ୍ଲେଖ କରାଯାଇପାରେ ଯେ ଦେଶରେ ୧୫ରୁ ୪୪ ବର୍ଷ ବୟସ ମହିଳାଙ୍କ ମଧ୍ୟରେ ସର୍ଭିକାଲ କ୍ୟାନସର ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ରୋଗ। ଏହି ଗମ୍ଭୀରତାକୁ ଦେଖି ଓ…

Read More