Author: Purva Paksha

How syria went from a christian nation to islamic nation : ସିରିଆ ଆଜି ଏକ ଇସଲାମିକ ରାଷ୍ଟ୍ର ଭାବେ ପରିଚିତ । କିନ୍ତୁ ପୂର୍ବରୁ ଖ୍ରୀଷ୍ଟିଆନଙ୍କ ଜନସଂଖ୍ୟା ୧୨ ପ୍ରତିଶତ ଥିଲା । ଏକ ଆକଳନ ଅନୁଯାୟୀ, ବର୍ତ୍ତମାନ ସିରିଆରେ ୩ ଲକ୍ଷ ଖ୍ରୀଷ୍ଟିଆନ ବସବାସ କରୁଛନ୍ତି। ଖ୍ରୀଷ୍ଟିଆନମାନେ ମୁଖ୍ୟତଃ ଦାମାସ୍କସ୍, ଆଲେପ୍ପୋ, ହୋମ୍ସ, ହାମା, ଲାଟାକିଆ ଏବଂ ହାସାକା ପ୍ରଦେଶର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି । ସିରିଆରେ ବଶାର ଅଲ-ଅସଦଙ୍କ ସରକାରର ଅନ୍ତ ଘଟିଛି। ଗତ ଦୁଇସପ୍ତାହର ଘଟଣା ଇତିହାସ ବଦଳାଇ ଦେଇଥିଲା ଯେତେବେଳେ ବିଦ୍ରୋହୀମାନେ ରାଜଧାନୀ ଦମାସ୍କସ୍ ଦଖଲ କରିଥିଲେ। ଏହା ସହ ହୟାତ ତାହିର ଅଲ-ଶାମ୍ (ଏଚଟିଏସ୍) ଗୋଷ୍ଠୀ ୨୪ ବର୍ଷର ବସର ଅଲ-ଅସଦଙ୍କ ଶାସନର ଅନ୍ତ ଘଟାଇଛି। ଅଲ ଅସଦଙ୍କ ଶାସନକାଳ ସହିତ ଯଦି ତାଙ୍କ ପିତାଙ୍କ ଶାସନର ୩୦ ବର୍ଷକୁ ମିଶାଯାଏ ତେବେ ଗୋଟିଏ…

Read More