What's Hot
Author: Purva Paksha
Press and shrinking press freedom: ସରକାରଙ୍କ ବିରୋଧରେ ଖବର ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମାମଲାରେ ଫସାଇ ଦିଆଯାଉଛି। ସରକାରଙ୍କ ଚାଟୁକାରିତା କରୁଥିବା ସାମ୍ବାଦିକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ମିଳୁଛି। ଗଣମାଧ୍ୟମକୁ କୁହାଯାଏ ସମାଜର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଓ ସ୍ୱାଧୀନଭାବେ କାମ କରିବା ଉଚିତ। ବିଶେଷ କରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଭାରତରେ ପ୍ରେସ୍ ସ୍ୱାଧୀନତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ସରକାରଙ୍କ ବିରୋଧରେ ଖବର ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମାମଲାରେ ଫସାଇ ଦିଆଯାଉଛି। ସରକାରଙ୍କ ଚାଟୁକାରିତା କରୁଥିବା ସାମ୍ବାଦିକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ମିଳୁଛି। ଏଥିଯୋଗୁ ଭାରତର ଛବି ମଧ୍ୟ ବିଶ୍ୱ ଦରବାରରେ ମଳିନ ପଡ଼ିବାରେ ଲାଗିଛି। ଏହାର ପ୍ରତିଫଳନ ବିଶ୍ୱ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ଦେଖିବାକୁ ମିଳିଛି। ସୂଚକାଙ୍କରେ ଭାରତର ସ୍ଥାନ ଗତବର୍ଷ ଅପେକ୍ଷା ଏବର୍ଷ ଆହୁରି…
