Author: Purva Paksha

Road accidents in India in critical condition : ଭାରତୀୟ ସଡ଼କ ହେଉଛି ମୃତ୍ୟୁର ରାଜପଥ। ଦୁନିଆର ଦୁର୍ଘଟଣା କ୍ୟାପିଟାଲ। ବିଶ୍ୱର ପଞ୍ଚମ ଆର୍ଥିକ ଶକ୍ତି କିନ୍ତୁ ସଡ଼କ ସୁରକ୍ଷା ମାମଲାରେ ରେକର୍ଡ୍ ଖରାପ। ବିଗତ କିଛିଦିନ ଧରି ସମଗ୍ର ଦେଶରେ ଓ ବିଶେଷ କରି ଓଡ଼ିଶାରେ ରାସ୍ତା ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଛି। ଉତ୍ତର ପ୍ରଦେଶରୁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଖବର ଆସୁଛି। ଓଡ଼ିଶାରେ ବି ଏହି ସ୍ଥିତି କିଛି ଭଲ ନୁହେଁ। ଆତଙ୍କବାଦୀ ଆକ୍ରମଣରେ ଯେତିକି ବର୍ଷକୁ ମରନ୍ତି ନାହିଁ ତା’ଠାରୁ ଢେର ଅଧିକଙ୍କ ଜୀବନ ନିଏ ଭାରତୀୟ ସଡ଼କ। ଭାରତୀୟ ସଡ଼କ ହେଉଛି ମୃତ୍ୟୁର ରାଜପଥ। ଦୁନିଆର ଦୁର୍ଘଟଣା କ୍ୟାପିଟାଲ। ବିଶ୍ୱର ପଞ୍ଚମ ଆର୍ଥିକ ଶକ୍ତି କିନ୍ତୁ ସଡ଼କ ସୁରକ୍ଷା ମାମଲାରେ ରେକର୍ଡ୍ ଖରାପ। ଦୁନିଆର ସବୁଠାରୁ ଭୟଙ୍କର ଓ ଖରାପ ରାସ୍ତାର ଘର ହେଉଛି ଭାରତ। ଏଠି ରାସ୍ତାରେ ଖାଲ ଖୋଜା…

Read More