Author: Purva Paksha

Status of agriculture in coastal Odisha : ଓଡ଼ିଶାରେ କୃଷି କ୍ଷେତ୍ରରେ ବ୍ୟାପକ ହ୍ରାସ ଘଟିଥିବା ବିଗତ କିଛି ବର୍ଷ ଧରି ଦେଖା ଯାଇ ଆସିଛି। ଏହି ଅବନତି ପାଇଁ ବିଭିନ୍ନ କାରଣ ଦାୟୀ।ପରିବେଶର ଅବକ୍ଷୟ, ଭିତ୍ତିଭୂମି ଅଭାବ, ଚାଷ ପ୍ରତି ସାଧାରଣ ଲୋକଙ୍କ ଅନାଗ୍ରହ,ଏବଂ ଘନ ଘନ ନୀତି ପରିବର୍ତ୍ତନ। ଯେ କୌଣସି ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ପୂର୍ବ ଭାରତର ଏକ କୃଷି ପ୍ରଧାନ ରାଜ୍ୟ କୁହାଯାଉଥିବା ଓଡ଼ିଶାରେ କୃଷି କ୍ଷେତ୍ରରେ ବ୍ୟାପକ ହ୍ରାସ ଘଟିଥିବା ବିଗତ କିଛି ବର୍ଷ ଧରି ଦେଖା ଯାଇ ଆସିଛି। ଏହି ଅବନତି ପାଇଁ ବିଭିନ୍ନ କାରଣ ଦାୟୀ।ପରିବେଶର ଅବକ୍ଷୟ, ଭିତ୍ତିଭୂମି ଅଭାବ, ଚାଷ ପ୍ରତି ସାଧାରଣ ଲୋକଙ୍କ ଅନାଗ୍ରହ,ଏବଂ ଘନ ଘନ ନୀତି ପରିବର୍ତ୍ତନ। ଏଥି ସହିତ ଅନ୍ୟ କିଛି ବ୍ୟବସ୍ଥାଗତ ତ୍ରୁଟିକୁ ବି ଦାୟୀ କରାଯାଇପାରେ। ଓଡିଶାରେ…

Read More