Author: Purva Paksha

ChildThe child’s childhood returns : ମା’ ବାପା,ଭାଇ ଭଉଣୀ ,ସାଙ୍ଗ ସାଥୀ ଓ ସମ୍ପର୍କୀୟଙ୍କ ସହ ମିଶି ନ ପାରିବା ଫଳରେ ସେମାନେ ମୋବାଇଲ ଫୋନକୁ ହିଁ ସମୟ ବିତାଇବାର ବିକଳ୍ପ ପନ୍ଥା ବୋଲି ଧରି ନେଉଛନ୍ତି। କିଛି ମାସ ତଳେ ଛତିଶଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଥିଲା।ସେଠାର ଜଣେ ୧୨ ବର୍ଷର ପୁଅ ତା ଶିକ୍ଷୟିତ୍ରୀ ମାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ଦୁଇ ହଜାର ଟଙ୍କା ଉଠାଇ ଅନଲାଇନ ଗେମରେ ଖର୍ଚ୍ଚ କରିଦେଲା, କିନ୍ତୁ ତା’ ମା’ ଏହି ଘଟଣାର ସୁରାକ ବି ପାଇଲେ ନାହିଁ। ବ୍ୟାଙ୍କ ଆକାଉଣ୍ଟରୁ ତିନି ଲକ୍ଷ ଟଙ୍କା ଚାଲିଯିବା ପରେ ଶିକ୍ଷୟିତ୍ରୀ ଜଣକ ଧରିନେଲେ ଯେ ସେ ଅନଲାଇନ ଠକେଇର ଶିକାର ହୋଇଛନ୍ତି।ପୁଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ତନାଘନା ତ ଆରମ୍ଭ ହେଲା। ପୁଲିସ ପକ୍ଷରୁ ସେହି ଶିକ୍ଷୟିତ୍ରୀଙ୍କୁ କୁହାଗଲା ଥରେ ପୁଅକୁ ପଚାରନ୍ତୁ। ସେ ତାହା ହିଁ କଲେ। ଯେତେବେଳେ…

Read More