Author: Purva Paksha

Why is Osho’s death still a mystery?: ଓଶୋଙ୍କ ଚିନ୍ତାଧାରା ପରି ତାଙ୍କ ମୃତ୍ୟୁ ବି ରହସ୍ୟମୟ,,୩୪ ବର୍ଷ ପରେ ଏବେବି ସନ୍ଦେହଘେରରେ ମୃତ୍ୟୁ। ଓଶୋଙ୍କ ଜୀବନ ଯେପରି ରହସ୍ୟମୟ ତାଙ୍କ ମୃତ୍ୟୁ ମଧ୍ୟ ସେତିକି ରହସ୍ୟମୟ। ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ଓଶୋ ଯିଏ ନିଜକୁ ଭଗବାନ ରଜନୀଶ ବୋଲି କହୁଥିଲେ। ତାଙ୍କ ସମାଧିରେ ଲେଖା ହୋଇଛି ଯେ, ‘କେବେ ଜନ୍ମ ହୋଇ ନାହିଁ କି କେବେ ମରି ନାହିଁ। କେବଳ ୧୧ ଡିସେମ୍ୱର ୧୯୩୧ରୁ ୧୯ ଜାନୁଆରୀ ୧୯୯୦ ମଧ୍ୟରେ  ପୃଥିବୀ ଭ୍ରମଣ କରିଛି’। ତାଙ୍କ ପୂରା ଜୀବନ ବିବାଦ ଏବଂ ରହସ୍ୟ ଘେରରେ ରହିଥିଲା। ଏପରିକି ତାଙ୍କ ମୃତ୍ୟୁ ମଧ୍ୟ ରହସ୍ୟମୟ। କାରଣ ତାଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟକୁ ତାଙ୍କ ପ୍ରିୟ ପରିଜନ, ଖାସ୍ ଲୋକ ଏବଂ ଅନୁଗାମୀଙ୍କୁ ଯିବାକୁ ବାରଣ କରାଯାଇଥିଲା। କେବଳ ୨-୩ ଜଣ…

Read More