Author: Purva Paksha

Amended election conduct rule : କେନ୍ଦ୍ର ଆଇନ ମନ୍ତ୍ରାଳୟଦ୍ୱାରା ୧୯୬୧ର ନିର୍ବାଚନ ଆଚରଣ ନିୟମରେ ସଂଶୋଧନ କରାଯାଇଛି। ଏହି ପରିବର୍ତ୍ତନ ପରେ ନିର୍ବାଚନ ସମ୍ବନ୍ଧୀୟ ଅନେକ ଦସ୍ତାବିଜ ଆଉ ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ ନାହିଁ। ତେବେ ନାମାଙ୍କନ ପତ୍ର ଓ ନିର୍ବାଚନ ଫଳାଫଳ ଭଳି ଦସ୍ତାବିଜ ପୂର୍ବଭଳି ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସରକାର ଶୁକ୍ରବାର ନିର୍ବାଚନ ଆଚରଣ ନିୟମରେ ସଂଶୋଧନ କରିଛନ୍ତି। ଏଥିରେ କୁହାଯାଇଛି ଯେ ନିର୍ବାଚନ ସମ୍ବନ୍ଧୀୟ ଦସ୍ତାବିଜ ଜନସାଧାରଣଙ୍କ ନିକଟରେ ଉପଲବ୍ଧ ହେବ ନାହିଁ। ନିର୍ବାଚନ ପରିଚାଳନା ନିୟମ, ୧୯୬୧ର ପୂର୍ବ ନିୟମ ୯୩(୨)(କ)ରେ କୁହାଯାଇଛି ଯେ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟ ସମସ୍ତ କାଗଜପତ୍ର ସର୍ବସାଧାରଣ ଯାଞ୍ଚ ପାଇଁ ରହିବ। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ନିର୍ବାଚନ କମିଶନଙ୍କ ପରାମର୍ଶକ୍ରମେ ଏହା ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ମନ୍ତ୍ରାଳୟ ପରିବର୍ତ୍ତନ ସହ ବିଜ୍ଞପ୍ତି ଜାରି କରିଛି ଯେ ନିର୍ବାଚନ ସମ୍ବନ୍ଧୀୟ…

Read More