Author: Purva Paksha

First Constitution Amendment: ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନର ପ୍ରଥମ ସଂଶୋଧନ ଆଣିଥିଲେ। ଏହି ସଂଶୋଧନକୁ ମୌଳିକ ଅଧିକାର ଏବଂ ମତପ୍ରକାଶର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଦର୍ଶାଇ ବିରୋଧୀ ତଥା କଂଗ୍ରେସ ଓ ସଂଗଠନର ଅନେକ ସଦସ୍ୟ ଏହାକୁ ତୀବ୍ର ବିରୋଧ କରିଥିଲେ। ଏହି ସଂଶୋଧନକୁ ବିରୋଧ କରୁଥିବା ଲୋକମାନେ ଗଣତନ୍ତ୍ର ପ୍ରତି ପଣ୍ଡିତ ନେହେରୁଙ୍କ ଆସ୍ଥା ଓ ଉଦ୍ଦେଶ୍ୟ ଉପରେ ଗଭୀର ପ୍ରଶ୍ନ ଉଠାଇଥିଲେ। ଏପର୍ଯ୍ୟନ୍ତ ରାଜ୍ୟସଭା ଗଠନ ହୋଇନଥିଲା।  ସମ୍ବିଧାନ ପ୍ରଣୟନ ହେବାର ଦେଢ଼ ବର୍ଷରୁ କମ୍ ସମୟ ମଧ୍ୟରେ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନରେ ପ୍ରଥମ ସଂଶୋଧନ ଆଗତ କରିଥିଲେ। ଏହି ସଂଶୋଧନକୁ ମୌଳିକ ଅଧିକାର ଏବଂ ମତପ୍ରକାଶର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଦର୍ଶାଇ ବିରୋଧୀ ତଥା କଂଗ୍ରେସ ଓ ସଂଗଠନର ଅନେକ ସଦସ୍ୟ ଏହାକୁ ତୀବ୍ର ବିରୋଧ କରିଥିଲେ। ଏହି ସଂଶୋଧନରେ ଜନସ୍ୱାର୍ଥରେ ଜମି ଅଧିଗ୍ରହଣ, ଜମି ସଂସ୍କାର ସମ୍ବନ୍ଧୀୟ ଆଇନକୁ ନ୍ୟାୟିକ…

Read More