Author: Purva Paksha

Naveen and BJD future : ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ସମେତ ପ୍ରାୟ ସମସ୍ତ ପ୍ରମୁଖ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ ଅବଦାନର ଛାପ ସୁସ୍ପଷ୍ଟ। ଭାସ୍କର ପରିଚ୍ଛା ଗତ ବିଧାନସଭା ନିର୍ବାଚନରେ ପରାଜୟରୁ ମୁକ୍ତି ପାଇବା ପାଇଁ ୨୦୦୦ମସିହାରୁ ୨୪ବର୍ଷ ଧରି ରାଜ୍ୟକୁ ନିରବଚ୍ଛିନ୍ନ ଶାସନ କରୁଥିବା ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ କେବଳ ରାଜନୈତିକ ସଂଶୋଧନ ପାଇଁ ନୁହେଁ ବରଂ ଆତ୍ମବିଶ୍ୱାସ ଫେରାଇବାକୁ ଚେଷ୍ଟା କରୁଛି। ଓଡ଼ିଶା-କେନ୍ଦ୍ରୀକ ପ୍ରସଙ୍ଗ ଉଠାଇବା ସେହି ରଣକୌଶଳର ଅଂଶ ବିଶେଷ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ପାଇଁ ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ପୋଲାଭାରାମ ଜଳସେଚନ ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ପାଇଁ ସୃଷ୍ଟି ହୋଇଥିବା ବିପଦକୁ ପ୍ରସଙ୍ଗରୂପେ ଗ୍ରହଣ କରାଯାଇଛି। ଏହି ପ୍ରସଙ୍ଗଗୁଡ଼ିକ ଗତ ନିର୍ବାଚନରେ ବିଜେଡିର ପ୍ରଚାରରେ ମଧ୍ୟ ବିଶେଷ ଭୂମିକା…

Read More