Author: Purva Paksha

Oxytocin harmone: ‘ଲଭ୍ ହରମୋନ୍’ ନାମରେ ମଧ୍ୟ ପରିଚିତ ଅକ୍ସିଟୋସିନ୍ ମଣିଷର ଭାବନାତ୍ମକ ଓ ସାମାଜିକ ବନ୍ଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ହରମୋନ୍‍ କାହାକୁ ଆଖିରେ ଦେଖିଲେ ଆକର୍ଷଣ ବଢ଼ାଇବା, ବିଶ୍ୱାସ ସୃଷ୍ଟି କରିବା ଏବଂ ଦୟା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ଏହା କେବଳ ସମ୍ପର୍କକୁ ମଜବୁତ କରେ ନାହିଁ ବରଂ ମାନସିକ ଚାପକୁ କମ୍ କରିବା ଏବଂ ମନକୁ ଶାନ୍ତ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ୟୁନିଭର୍ସିଟି ଅଫ୍ ଟୋକିଓର ଗବେଷଣାରେ ଏହା ସ୍ମରଣ ଶକ୍ତି ବୃଦ୍ଧିରେ ମଧ୍ୟ ଉପଯୋଗୀ ବୋଲି କୁହାଯାଇଛି। ମୋହବତ ନାମ ହେ କିସ୍‍କା, ସୁରୁ କାହାଁସେ ହୋତି ହେ? କିୟା କିସନେ ଇସେ ପୈଦା, ଖତମ୍‍ କହାଁ ପେ ହୋତି ହେ? ମୋହବତ ନାମ ହେ ଗମ୍‍ କା, ସୁରୁ ଆଖୋଁ ସେ ହୋତି ହେ… କିୟା ପୈଦା ଇସେ ଦିଲ୍‍ ନେ, ଖତମ୍‍ ସାସୋଁ ହୋତି ହେ…ଏହି ଗୀତଗୁଡ଼ିକ…

Read More