Author: Purva Paksha

ସମସ୍ତଙ୍କୁ ପବିତ୍ର ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ। ତାଙ୍କ ଫଟୋ ସହ ଏହି ବାର୍ତ୍ତା ପ୍ରକାଶ ହେଲା। କିନ୍ତୁ ଏହି ଶୁଭେଚ୍ଛା ବାର୍ତ୍ତା ପ୍ରକାଶ ହେବାବେଳକୁ ସେ ଆଉ ରାଜ୍ୟପାଳ ହୋଇ ନାହାନ୍ତି। ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳଭାବେ ରାଷ୍ଟ୍ରପତି ଦାୟିତ୍ୱ ଦେଇଛନ୍ତି। ପ୍ରଶ୍ନ ଉଠୁଛି ହଠାତ୍‍ ଏ ପରିବର୍ତ୍ତନ କାହିଁକି? ଓଡ଼ିଶାରେ ସେ ଛନ୍ଦି ହୋଇଥିବା ବିବାଦ ନା ଝାଡ଼ଖଣ୍ଡରେ ଦଳ ଭୋଗୁଥିବା ରାଜନୀତିକ ଅଭିଶାପ? ଯେତେବଳେ ଝାଡ଼ଖଣ୍ଡ ନିର୍ବାଚନ ଆସନ୍ନ ହେଲା, ରାଜ୍ୟପାଳ ରଘୁବର ତାଙ୍କ ରାଜ୍ୟକୁ ଫେରି ସକ୍ରିୟ ରାଜନୀତି ପାଇଁ ଆଗ୍ରହ ଦେଖାଇଥିବା ଚର୍ଚ୍ଚା ହେଉଥିଲା। ହେଲେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସେଠାରେ ଗଣିତ ବିଗାଡ଼ିବାର ଆଶଙ୍କା କରି ନେଲେ ନାହିଁ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିଜେପରି ଏହି ଗଣିତ ପସନ୍ଦ ଆସି ନ ଥିଲା। ଯୋଗକୁ ସେଠାରେ ଦଳ ଭଲ ପ୍ରଦର୍ଶନ ବି କରି ନାହିଁ। ଅର୍ଥାତ୍‍ ତାଙ୍କ…

Read More