Author: Purva Paksha

Arif mohammad khan: ଆରିଫ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି। କିନ୍ତୁ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ଏହି ନିଷ୍ପତ୍ତି ନିଆଗଲା? ପ୍ରଶ୍ନ ଉଠୁଛି ବିଜେପି କିଛି ବାଜି ମାରିଛି ନା କୌଣସି ରଣନୀତିରେ ଆଗକୁ ବଢ଼ୁଛି? ଆରଜେଡି କାହିଁକି ଏହି ନିଷ୍ପତ୍ତିକୁ ରାଜନୀତି ସହ ଯୋଡ଼ୁଛି? ଆସନ୍ତୁ ଜାଣିବା ଏହି କାରଣଗୁଡ଼ିକ ବିଷୟରେ ବିସ୍ତୃତଭାବେ…  ଆରିଫ ମହମ୍ମଦ ଖାନଙ୍କୁ ବିହାରର ନୂତନ ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଥିବାବେଳେ ବିହାରର ବର୍ତ୍ତମାନର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳ ପଠାଯାଇଛି। ଆରିଫ ମହମ୍ମଦ ଖାନଙ୍କୁ ମୁସଲିମ ସମାଜର ପ୍ରଗତିଶୀଳ ଚେହେରା ବୋଲି କୁହାଯାଏ। ସେ ଜାତୀୟତାବାଦକୁ ଖୋଲାଖୋଲି ସମର୍ଥନ କରନ୍ତି ଏବଂ ହିନ୍ଦୁତ୍ୱକୁ ଏହି ଦେଶର ମୌଳିକ ଆଧାର ବୋଲି ବର୍ଣ୍ଣନା କରୁଛନ୍ତି। ଏଭଳି ସ୍ଥିତିରେ ଆରିଫ ମହମ୍ମଦ ଖାନଙ୍କୁ କେରଳରୁ ବିହାର ଅଣାଯିବା ପରେ ରାଜନୀତି ଜୋର ଧରିଛି। ଜେଡିୟୁ ଓ ବିଜେପି ଏହାକୁ ସ୍ୱାଗତ କରିଥିବା…

Read More