Author: Purva Paksha

Bahanga train victims: ଗତ ବର୍ଷ ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ରେଳ ଦୁର୍ଘଟଣାରେ ୨୯୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୭ ଜଣଙ୍କ ମୃତଦେହକୁ ଚିହ୍ନଟ ନ କରି ଅନ୍ତିମ ସଂସ୍କାର କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ସମସ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ରେଳ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ମାନବାଧିକାର କମିଟି ବିଭିନ୍ନ ହସ୍ପିଟାଲରେ ଡିଏନଏ ପ୍ରୋଫାଇଲିଂ ଓ ଶରୀର ସଂରକ୍ଷଣ ସୁବିଧା ଉପଲବ୍ଧ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ରେଳ ଦୁର୍ଘଟଣାରେ ୨୯୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୭ ଜଣଙ୍କ ମୃତଦେହକୁ…

Read More