Author: Purva Paksha

INDIA : ଭାରତ ଉପରେ ପ୍ରଥମ ମୁସଲମାନ ଆକ୍ରମଣର ହଜାର ବର୍ଷ ପରେ ବି ହିନ୍ଦୁ ସଂଗଠିତ ନ ହେବା ପଛର କାରଣ କ’ଣ ଇତିହାସକୁ ଅସ୍ୱୀକାର? (ମୂଳ ହିନ୍ଦି ନିବନ୍ଧର ଅନୁବାଦ, ଲେଖକ : ପିଟି ରାଜୁଶର୍ମା) ଇତିହାସ ଆଲମାରିରେ ସଜା ହେବା ଭଳି ଜିନିଷ ନୁହେଁ। ଇତିହାସ ହେଉଛି ତାହା ଯାହା ଅତୀତର ଭୂଲର ସମୀକ୍ଷା କରିବାର ପ୍ରେରଣା ଦେଇଥାଏ,ବୁଦ୍ଧି ଓ ବିବେକ ଦିଏ । ଇତିହାସ ବର୍ତ୍ତମାନ ଉପରେ ଛିଡା ହୋଇ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରେରଣା ଓ ପଥପ୍ରଦର୍ଶନ କରେ । ଯେଉଁ ଜାତି ନିଜ ଇତିହାସ ଭୁଲି ଯାଏ,ସେହି ଜାତିର ପତନ ଅବଶ୍ୟମ୍ଭାବୀ । ଆଉ ସତ ହେଲା ହିନ୍ଦୁ ଇତିହାସରୁ ଆଜି ଯାଏ କିଛି  ମଧ୍ୟ ଶିଖି ନାହିଁ । ମୁଁ ସମୀକ୍ଷା କରିଥିବା ଦୁଇଟି ଇତିହାସ ପୁସ୍ତକ ହେଉଛି ରାମଧାରୀ ସିଂ ଦିନକରଙ୍କ ‘ସଂସ୍କୃତି କେ ଚାର ଅଧ୍ୟାୟ’ ଏବଂ କହ୍ନେୟା…

Read More