Author: Purva Paksha

Mayday Mayday: ଏୟାରଲାଇନ୍ସ, ପାଇଲଟଙ୍କ ସମେତ କ୍ରୁ ମେମ୍ବରଙ୍କ ପାଇଁ କିଛି କୋଡ୍ ୱାର୍ଡ ରହିଛି। ଯାହା ଜରୁରୀକାଳୀନ ପରିସ୍ଥିତିରେ ସୂଚନା ଦେବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ଆପଣ ଜାଣନ୍ତି କି ‘ମେ ଡେ’ର ଅର୍ଥ କ’ଣ । ଦକ୍ଷିଣ କୋରିଆରେ ଘଟିଥିବା ବିମାନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ରବିବାର ଦକ୍ଷିଣ କୋରିଆରେ ହୋଇଥିବା ବିମାନ ଦୁର୍ଘଟଣା ଏତେ ବିପଜ୍ଜନକ ଥିଲା ଯେ ଏଥିରେ ୧୭୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରୁ ମାତ୍ର ୨ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିମାନର ପାଇଲଟମାନେ କାହିଁକି ‘ମେ ଡେ’ ମେ ଡେ’ ବୋଲି ଚିତ୍କାର କରନ୍ତି ଏବଂ ଏହାର ଅର୍ଥ କ’ଣ? ଆଜି ଆମେ ଆପଣଙ୍କୁ ଏହା ପଛର କାରଣ କହିବୁ। ‘ମେ ଡେ’ ‘ମେ ଡେ’ ବୋଲି କାହିଁକି ଚିତ୍କାର କରନ୍ତି ପାଇଲଟ? ବିମାନ ଏବଂ ଏୟାରଲାଇନ୍ସର ନିଜସ୍ୱ…

Read More