Author: Purva Paksha

Pakistan-Taliban War: ଆକ୍ରମଣରେ କ୍ଷୁବ୍ଧ ହୋଇ ତାଲିବାନ ଡୁରାଣ୍ଡ ରେଖା ନିକଟରେ ଥିବା ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରି ୧୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି।  ପାକିସ୍ତାନ ସେନା ଓ ତାଲିବାନ ମଧ୍ୟରେ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଟିଟିପି ଆତଙ୍କବାଦୀଙ୍କ ଗୁଳିରେ ୧୬ ଜଣ ପାକିସ୍ତାନୀ ସୈନିକନିହତ ହେବା ପରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପକ୍ତିକା ଓ ଖୋଷ୍ଟ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍ କରିଥିଲା। ପାକିସ୍ତାନର ଏହି ଆକ୍ରମଣରେ ପାଖାପାଖି ୫୦ ଜଣ ପ୍ରାଣ ହରାଇଥିଲେ। ଟିଟିପି ଆତଙ୍କବାଦୀଙ୍କୁ ଆକ୍ରମଣ କରିଛି ବୋଲି ପାକିସ୍ତାନ ଦାବି କରିଛି। ଏହି ଆକ୍ରମଣରେ କ୍ଷୁବ୍ଧ ହୋଇ ତାଲିବାନ ଡୁରାଣ୍ଡ ରେଖା ନିକଟରେ ଥିବା ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରି ୧୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହା ବ୍ୟତୀତ ପାକିସ୍ତାନର ୨ଟି ପୋଷ୍ଟକୁ ଦଖଲ…

Read More