Author: Purva Paksha

Rahul Gandhi Vietnam Visit: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶ ଶୋକପ୍ରକାଶ କରୁଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନୂଆବର୍ଷ ପାଳନ ପାଇଁ ଭିଏତନାମ ଯାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି। ତାଙ୍କ ସ୍ମାରକୀକୁ ନେଇ ରାଜନୈତିକ ହଙ୍ଗାମା ଜାରି ରହିଛି। ସେପଟେ ରାହୁଲ ଗାନ୍ଧି ବିଦେଶ ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି କହିଛି ଯେ ରାହୁଲ ଗାନ୍ଧି ବିଦେଶ ଗସ୍ତରେ ଯାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶ ଶୋକପ୍ରକାଶ କରୁଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନୂଆବର୍ଷ ପାଳନ ପାଇଁ ଭିଏତନାମ ଯାଇଛନ୍ତି। କଂଗ୍ରେସ ଦଳ ଉପରେ ବିଜେପିର ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଗୋଟିଏ ଦିନ ପୂର୍ବରୁ ବିଜେପି କଂଗ୍ରେସ ଦଳ ଏବଂ ଗାନ୍ଧୀ ପରିବାର ଉପରେ ମନମୋହନ ସିଂହଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲା।…

Read More