Author: Purva Paksha

୧୫ ଜୁନ୍ ୧୯୫୩ରେ ଜନ୍ମ ହୋଇଥିବା କମ୍ଭମପଟି ହରି ବାବୁ ବିଭକ୍ତ ଆନ୍ଧ୍ରପ୍ରଦେଶର ତେଲେଙ୍ଗାନା ରାଜ୍ୟରୁ ପ୍ରଥମ ରାଜ୍ୟପାଳ। ସେ ମଧ୍ୟ ପ୍ରଥମ ତେଲୁଗୁ ରାଜ୍ୟପାଳ। ମିଜୋରାମର ରାଜ୍ୟପାଳ ଭାବରେ ପ୍ରଥମେ ସେ ରାଜଭବନରେ ପ୍ରବେଶ କରିଥିଲେ। ହରି ବାବୁ ୧୬ତମ ଲୋକସଭା ସମୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବିଜୟ ହାସଲ କରିଥିଲେ। ଏଥିସହ ସେ ୨୦୧୪ରୁ୨୦୧୮ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ଭାରତୀୟ ଜନତା ପାର୍ଟିର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ପ୍ରକାଶମ ଜିଲ୍ଲାରେ ଅବସ୍ଥିତ ଥିମସାମୁଦ୍ରାମରେ ଜନ୍ମଗ୍ରହଣ କରିଥିବା ହରି ବାବୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଶିକ୍ଷା ପାଇଁ ବିଶାଖାପାଟନମକୁ ସ୍ଥାନାନ୍ତର ହୋଇଥିଲେ ଏବଂ ସେଠାରେ ସେ ମାଷ୍ଟର ଅଫ୍ ଟେକ୍ନୋଲୋଜି ଏବଂ ପିଏଚଡି ମଧ୍ୟ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦାନ…

Read More