Author: Purva Paksha

Homestay: କେବଳ ଏୟାରବିଏନବି ଓଡ଼ିଶାରେ ଭିଲା, ଆପାର୍ଟମେଣ୍ଟ, ଫାର୍ମ ଷ୍ଟେ, ଫ୍ଲାଟ୍, ପ୍ୟାଲେସ୍ ଏବଂ ଘର ସମେତ ୨୭୦ଟି ସମ୍ପତ୍ତିକୁ ହୋମଷ୍ଟେ ଭାବେ ତାଲିକାଭୁକ୍ତ କରିଛି, ଯାହାର ମୂଲ୍ୟ ରାତି ପିଛା ୧୩୦୦ ଟଙ୍କାରୁ ୧୭,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୧୭ରେ ରାଜ୍ୟରେ ପ୍ରାୟ ୫୦ରୁ ଅଧିକ ହୋମଷ୍ଟେ ସମ୍ପତ୍ତି ଥିବାବେଳେ ଏବେ ଏହା ୩୫୦ରୁ ଅଧିକ ହୋଇଛି। କିନ୍ତୁ ଏଥିରେ ସ୍ଥାନୀୟ ସଂସ୍କୃତିର ଅନୁଭୂତି ଅନୁପସ୍ଥିତ ରହୁଛି। ବୁଦ୍ଧିମାନ ଯାତ୍ରୀମାନେ ଘରୋଇ ଏବଂ କମ୍ ବ୍ୟୟବହୁଳ ଯାତ୍ରା ଅନୁଭୂତି ଖୋଜୁଥିବାବେଳେ, ଏକ ଲାଭଦାୟକ ଆୟ ଉତ୍ସ ଖୋଜୁଥିବା ଅନେକ ଘର ମାଲିକ ବର୍ତ୍ତମାନ ଏୟାରବିଏନବି, ମେକ୍ ମାଇଁ ଟ୍ରିପ୍, ବୁକିଂ କିମ୍ବା ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କ ସମ୍ପତ୍ତିକୁ ହୋମଷ୍ଟେ ଭାବରେ ତାଲିକାଭୁକ୍ତ କରୁଛନ୍ତି। କେବଳ ଏୟାରବିଏନବି ଓଡ଼ିଶାରେ ଭିଲା, ଆପାର୍ଟମେଣ୍ଟ, ଫାର୍ମ ଷ୍ଟେ, ଫ୍ଲାଟ୍, ପ୍ୟାଲେସ୍ ଏବଂ ଘର ସମେତ ୨୭୦ଟି ସମ୍ପତ୍ତିକୁ ହୋମଷ୍ଟେ ଭାବେ…

Read More