Author: Purva Paksha

Delhi Assembly Election: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଶନିବାର ୨୯ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ନୂଆଦିଲ୍ଲୀ ଆସନରୁ ପ୍ରବେଶ ସାହିବ ସିଂ ବର୍ମାଙ୍କୁ ଟିକେଟ୍ ମିଳିଛି। କଂଗ୍ରେସ ମଧ୍ୟ ଏଠାରେ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି, ଯାହା ଏଥର ଲଢ଼େଇକୁ ଜୋରଦାର କରିଛି। ସେହିପରି ଆତିଶୀଙ୍କ ବିପକ୍ଷରେ ବିଜେପି ପୂର୍ବତନ ସାଂସଦ ରମେଶ ବିଧୁରୀଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ: ୨୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କଲା ବିଜେପି ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପୂର୍ବତନ ସାଂସଦ ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି ଆତିଶୀର କାଲକାଜୀ ଆସନରୁ ପୂର୍ବତନ ସାଂସଦ ରମେଶ ବିଧୁରୀଙ୍କୁ ଟିକେଟ୍ ଦେଲା ବିଜେପି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୨୯ ଜଣ ପ୍ରାର୍ଥୀଙ୍କ ପ୍ରଥମ…

Read More