Author: Purva Paksha

OPELP: ଏସଟି ଏବଂ ଏସସି ଉନ୍ନୟନ ବିଭାଗ ଆଇଏଫଏଡିରୁ ଆନୁମାନିକ ୨,୪୨୨.୧୩ କୋଟି ଟଙ୍କାରେ ଓପିଏଲଆଇପି-୨ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛି ଯେଉଁଥିରେ ୭୩୪.୮୬ କୋଟି ଟଙ୍କାର ଋଣ ଅଂଶ ଅନ୍ତର୍ଭୁକ୍ତ। ପିଭିଟିଜି ଯୋଜନା ଓପିଏଲଆଇପି-୨ ପାଇଁ ୨୪୨୨.୧୩ କୋଟି ଟଙ୍କାର ଆକଳନ ୭୩୪.୮୬ କୋଟି ଟଙ୍କାର ଆଇଏଫ୍ଏଡି ଋଣ ଉପାଦାନ ଓପିଏଲଆଇପି-୧ରେ ୬୬୯.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ୩୧୯.୨୯ କୋଟି ଟଙ୍କାର ଆଇଏଫଏଡି ଋଣ ଉପାଦାନ ୮ ବର୍ଷ ପାଇଁ ୧୩ ପିଭିଟିଜିର ଜୀବିକା ଉନ୍ନତି ଲକ୍ଷ୍ୟରେ ଏହି ପ୍ରକଳ୍ପ ୧୨ଟି ଜିଲ୍ଲାରେ ୧୭ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଜରିଆରେ କାର୍ଯ୍ୟକାରୀ ହୋଇଛି ଅନ୍ତର୍ଜାତୀୟ କୃଷି ବିକାଶ ପାଣ୍ଠି (ଆଇଏଫ୍ଏଡି) ସହାୟତାରେ ଓଡ଼ିଶା ପିଭିଟିଜି ସଶକ୍ତୀକରଣ ଓ ଜୀବିକା ଉନ୍ନତି କାର୍ଯ୍ୟକ୍ରମ (ଓପିଏଲ୍ଆଇପି-୨)ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏସଟି ଏବଂ ଏସସି ଉନ୍ନୟନ ବିଭାଗ ଆଇଏଫଏଡିରୁ ଆନୁମାନିକ ୨,୪୨୨.୧୩ କୋଟି ଟଙ୍କା ରେ…

Read More