Author: Purva Paksha

West Bengal Cold War: କୋଲକାତାରେ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଟିଏମ୍‍ସିର ଆଭ୍ୟନ୍ତରୀଣ କଳହର ପ୍ରଭାବ ଦଳ ଉପରେ ଦେଖିବାକୁ ମିଳୁଛି। କଳାକାରଙ୍କ ବହିଷ୍କାର ଏବଂ ଦଳୀୟ ନେତାଙ୍କ ମଧ୍ୟରେ ମତଭେଦ ବିବାଦକୁ ଆହୁରି ଘନୀଭୂତ କରିଛି, ଯାହା ଟିଏମସିରେ ପିଉସୀ-ପୁତୁରାଙ୍କ ମଧ୍ୟରେ ଫାଟକୁ ସ୍ପଷ୍ଟ କରିଛି। ମମତା ଓ ଅଭିଷେକଙ୍କ ମଧ୍ୟରେ ବଢିଲା ଶୀତଳ ଯୁଦ୍ଧ ଟିଏମସିରେ ଦୁଇ ଗୋଷ୍ଠୀ ମଧ୍ୟରେ ମତଭେଦ ନେଇ ଆଲୋଚନା ଅଭିଷେକ ଦଳର କିଛି ନେତାଙ୍କୁ ସମାଲୋଚନା କରିଛନ୍ତି ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ଏହି ଆଭ୍ୟନ୍ତରୀଣ ଫାଟ ବଢ଼ୁଥିବାରୁ ଏହାର ପ୍ରଭାବ ତୃଣମୂଳ କଂଗ୍ରେସରେ ମଧ୍ୟ ଦେଖିବାକୁ ମିଳୁଛି। ଏପରିକି ଦଳ ଟିଏମ୍‍ସି ନମ୍ବର ୱାନ ଏବଂ ଟିଏମ୍‍ସି ନମ୍ବର ୨ ହୋଇଛି। ଆରଜି କର ଆନ୍ଦୋଳନ ସମୟରେ ଦଳକୁ…

Read More