Author: Purva Paksha

Muslim Women Circumcision: କଠୋର ମୁସଲମାନମାନଙ୍କ ମଧ୍ୟରେ ସୁନାତ ପରେ ମହିଳାମାନଙ୍କୁ ‘ଶୁଦ୍ଧ’ ବା ‘ବିବାହ ପାଇଁ ପ୍ରସ୍ତୁତ’ ବୋଲି ବିବେଚନା କରାଯାଏ। କିନ୍ତୁ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏବେ ବି ଧର୍ମ ଓ ପରମ୍ପରା ନାମରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ମୁସଲମାନ ମହିଳାଙ୍କ ସୁନାତ ପ୍ରଥା ବା ଖତନାକୁ ନେଇ ଦୀର୍ଘ ଦିନ ଧରି ସାରାବିଶ୍ୱରେ ଚର୍ଚ୍ଚା ଚାଲିଛି। ସାଧାରଣତଃ ଇସଲାମ ଧର୍ମରେ ପୁରୁଷଙ୍କୁ ସୁନାତ କରାଯାଏ, କିନ୍ତୁ କେତେକ ଦେଶରେ ମହିଳାଙ୍କ ସୁନାତର ପରମ୍ପରା ମଧ୍ୟ ରହିଛି। କିନ୍ତୁ ଏବେ ମୁସଲମାନ ମହିଳାଙ୍କ ପାଇଁ ଏହି ପ୍ରଥା ଭୟଙ୍କର ହେବାରେ ଲାଗିଛି। ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ଏଭଳି ଅନେକ ମହିଳା ଆଗେଇ ଆସୁଛନ୍ତି, ଯେଉଁମାନେ ଏହି ପ୍ରଥା ଯୋଗୁଁ ଭୋଗୁଥିବା ଯନ୍ତ୍ରଣାକୁ କେବଳ ପ୍ରକାଶ କରୁନାହାନ୍ତି, ବରଂ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଇଂରାଜୀରେ ଏହାକୁ ‘ଫିମେଲ ଜେନିଟାଲ୍ ବିକୃତି’ (ଏଫଜିଏମ୍) କୁହାଯାଏ।…

Read More