Author: Purva Paksha

Space debris: କେନିଆରେ ମହାକାଶରୁ ଖସି ପଡ଼ିଥିବା ୫୦୦ କେଜି ରିଙ୍ଗକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। କିନ୍ତୁ ଆପଣ ଜାଣନ୍ତି କି ଏହି ରିଙ୍ଗର ମାଲିକ କିଏ ହେବ? ଆଜି ଆମେ ଆପଣଙ୍କୁ କହିବୁ କେନିଆରୁ ଖସି ପଡ଼ିଥିବା ଏହି ରିଙ୍ଗର ମାଲିକ କିଏ ହେବ। କେନିଆର ଏକ ଗାଁ’ରେ ଗୋଲାକାର ଆକାରର ଏକ ବିରାଟ ବସ୍ତୁ ପଡ଼ିଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୩୦ ତାରିଖରେ କେନିଆର ଦକ୍ଷିଣ ଭାଗରେ ଅବସ୍ଥିତ ମାକୁନି କାଉଣ୍ଟିର ମୁକୁକୁ ଗାଁରେ ଆକାଶରୁ ଏକ ବଡ଼ ଧାତୁଖଣ୍ଡ ଖସି ପଡ଼ିଥିଲା। ଗୋଲାକାର ଆକାରର ଏହି ଧାତୁ ଖଣ୍ଡ ରିଙ୍ଗ ଭଳି ଦେଖିବାକୁ। ମହାକାଶରୁ ଖସିଥିବା ଏହି ଆବର୍ଜନାରେ ନିଆଁ ଲାଗିଥିଲା। ଏବେ ପ୍ରଶ୍ନ ଉଠୁଛି, ମହାକାଶରୁ ଖସିଆସୁଥିବା ଏହି ୫୦୦ କେଜି ଆବର୍ଜନାର ମାଲିକ କିଏ ହେବ? ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ। ଆକାଶରୁ ଆବର୍ଜନା କେନିଆର ଦକ୍ଷିଣ…

Read More