Author: Purva Paksha

Hmpv: ୫ ବର୍ଷ ତଳେ ବିଶ୍ୱ କୋଭିଡ୍-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏବେ ଚୀନ୍ରେ ଏଚ୍ଏମ୍ପିଭି ଭୂତାଣୁ ବ୍ୟାପିଥିବା ସୂଚନା ମିଳିଛି। ଚୀନରେ ରୋଗ ବ୍ୟାପିବା ନେଇ କୌଣସି ଆଲୋଚନା ହୋଇନାହିଁ । ସମୟ ସମୟରେ ଚୀନବିପଜ୍ଜନକ ରୋଗର ସମ୍ମୁଖୀନ ହେଉଛି। ଆସନ୍ତୁ ଜାଣିବା ଏପରି ହେବା ପଛର କାରଣ କ’ଣ? ୫ ବର୍ଷ ତଳେ ଚୀନର ଉହାନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଆଉ ଏବେ ପୁଣିଥରେ ଚୀନରୁ ଏକ ନୂଆ ଭାଇରସ ବ୍ୟାପିଥିବା ଖବର ସାମ୍ନାକୁ ଆସିଛି । ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚଏମପିଭି) କୋଭିଡ୍-୧୯ ଭଳି ଲକ୍ଷଣ ସୃଷ୍ଟି କରିଥାଏ, ବିଶେଷକରି ଛୋଟ ପିଲାମାନଙ୍କଠାରେ। ଏଚଏମପିଭି ଭାଇରସ ଭାରତରେ ମଧ୍ଯ ପ୍ରବେଶ କରିସାରିଲାଣି । ସୋମବାର ଖବର ଅନୁସାରେ ବେଙ୍ଗାଲୁରୁର ଦୁଇ ଜଣ ଶିଶୁଙ୍କଠାରେ ଏହି ଭାଇରସ ଠାବ ହୋଇଛି । ସେମାନେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି…

Read More