Author: Purva Paksha

Carrier Battle Group: ଭାରତୀୟ ନୌସେନା ୨ଟି କ୍ୟାରିୟର ବ୍ୟାଟେଲ ଗ୍ରୁପ୍, ଆଇଏନ୍ଏସ୍ ବିକ୍ରାନ୍ତ ଓ ଆଇଏନ୍ଏସ୍ ବିକ୍ରମାଦିତ୍ୟ ପରିଚାଳନା କରୁଛି। ୭୦ ବର୍ଷ ପରେ ମଧ୍ୟ ପାକିସ୍ତାନ ଯୁଦ୍ଧ ଜାହାଜ ସଂଖ୍ୟା ୫୦କୁ ଅତିକ୍ରମ କରିପାରିନାହିଁ। ସବୁ ପାଣିପାଗ ବନ୍ଧୁ ଚୀନ୍ ତାଙ୍କୁ ସାହାଯ୍ୟ କରୁଛି। ଆରବ ସାଗରକୁ ବିଶ୍ୱର ଜୀବନରେଖା କୁହାଯାଏ। ଏଠାରେ ଭାରତୀୟ ନୌସେନା ଚୀନ୍ ଓ ପାକିସ୍ତାନର ମେଣ୍ଟ ଭାଙ୍ଗିବା ପାଇଁ ପୂରା ପ୍ରସ୍ତୁତି କରିଛି। ଆରବ ସାଗରରେ ପାକିସ୍ତାନ ମାତ୍ର କିଛି ନଟିକାଲ ମାଇଲ ଭିତରେ ଅପରେଟ୍ କରୁଥିଲା। ତେବେ ଚୀନ୍ ସାହାଯ୍ୟରେ ନିଜ ନୌସେନାକୁ ଆକାର ଦେବା ପରଠାରୁ ଏବେ ଏହା ନିଜ ସୀମାରୁ ବାହାରିବା ଆରମ୍ଭ କରିଛି। ଭାରତ ମହାସାଗର ଦେଇ ଚୀନ୍ ଆଣ୍ଟି ପାଇରେସି ଓ ହାଇଡ୍ରୋଗ୍ରାଫି ନାମରେ ଆରବ ସାଗରରେ ପହଞ୍ଚିବା ଆରମ୍ଭ କରିସାରିଛି। ଭାରତୀୟ ନୌସେନା ଉଭୟ ଦେଶକୁ ସମୟ ସମୟରେ ସେମାନଙ୍କ ସୀମା ଦେଖାଇଥାଏ। ଭାରତୀୟ…

Read More