Author: Purva Paksha

Justin Trudeau: କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ୨୦୧୫ରେ ସେ କାନାଡାର ପ୍ରଧାନମନ୍ତ୍ରୀ ହୋଇଥିଲେ। ଦୁଇବର୍ଷ ତଳେ ସେ ଲିବରାଲ ପାର୍ଟିର ନେତୃତ୍ୱ ନେଇଥିଲେ। ଏବେ ଟ୍ରୁଡୋଙ୍କ ଇସ୍ତଫା ପରେ ଲିବରାଲ ପାର୍ଟିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ଖୁବଶୀଘ୍ର ଜଣେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାର ସମ୍ଭାବନା ରହିଛି। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ କୁଖ୍ୟାତ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୯ ବର୍ଷ ଶାସନ ପରେ ଇସ୍ତଫା ଦେଇଛନ୍ତି। ଦଳରେ ଆଭ୍ୟନ୍ତରୀଣ ଅସନ୍ତୋଷ ଓ ଲୋକପ୍ରିୟତା ହରାଇବା କାରଣରୁ ଟ୍ରୁଡୋଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଟ୍ରୁଡୋ ୨୦୧୫ରୁ କାନାଡାର ପ୍ରଧାନମନ୍ତ୍ରୀ ଅଛନ୍ତି। ଏହା ସହ ଲିବରାଲ ପାର୍ଟିରେ ନୂଆ ନେତା ଖୋଜିବା ମଧ୍ୟ ଆରମ୍ଭ ହୋଇଯାଇଛି। ଟ୍ରୁଡୋଙ୍କ ଇସ୍ତଫା ମଧ୍ୟ ଚଳିତ ବର୍ଷ କାନାଡାରେ ନିର୍ବାଚନ ପାଇଁ ବାଟ ସଫା କରିଛି। ଏହା ପୂର୍ବରୁ ଟ୍ରୁଡୋ ଇସ୍ତଫା ଦେବାକୁ ମନା କରିଦେବା ପରେ ତାଙ୍କ ଦଳ…

Read More