Author: Purva Paksha

Paddy : ଯେଉଁ ଧାନ ଏଫଏକ୍ୟୁ ମାନକକୁ ପୂରଣ କରୁଛି ଚଳିତ ବର୍ଷ ରାଜ୍ୟ ସରକାର ଧାନର କ୍ୱିଣ୍ଟାଲ ପିଛା ଏମଏସପି ୨୩୦୦ ଟଙ୍କାଠାରୁ ଅଧିକ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେଉଛନ୍ତି। ଆଜିଠାରୁ ଗଜପତିରେ ଧାନ କିଣିବା ପୂର୍ବରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବ୍ୟବସାୟୀମାନେ ଜିଲ୍ଲାର ଚାଷୀଙ୍କଠାରୁ ଧାନ କିଣିବା ସହ ଟୋକନ୍ ଦେବାରେ ବ୍ୟସ୍ତ ଅଛନ୍ତି। ଗଜପତି କର୍ତ୍ତୃପକ୍ଷ ସୀମା ଚେକ୍ ପଏଣ୍ଟରେ ସିସିଟିଭି କ୍ୟାମେରା ଲଗାଇବା ସହ ପରିବହନ ଉପରେ କଡ଼ା ନଜର ରଖିଥିଲେ ମଧ୍ୟ ନାକ ତଳେ ଆନ୍ଧ୍ର ବ୍ୟବସାୟୀମାନେ ବ୍ୟବସାୟ କରୁଥିବାରୁ ଗଜପତିରୁ ଧାନ ବୋଝେଇ ଟ୍ରକ୍ ପଡ଼ୋଶୀ ରାଜ୍ୟକୁ ଯାଉଛି। ଭଲ ପରିମାଣରେ ଅମଳ ହୋଇଥିବା ଧାନ ଏବେବି ଓଦା ଓ ରଙ୍ଗୀନ ହୋଇଛି କିନ୍ତୁ ଆନ୍ଧ୍ର ବ୍ୟବସାୟୀମାନେ ଓଡ଼ିଶାର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ବହୁତ କମ୍ ମୂଲ୍ୟରେ କିଣୁଛନ୍ତି। ଯେଉଁ ଧାନ ଏଫଏକ୍ୟୁ ମାନକକୁ ପୂରଣ କରୁଛି ଚଳିତ ବର୍ଷ ରାଜ୍ୟ ସରକାର…

Read More