Author: Purva Paksha

Dara Singh: ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ନିର୍ମମଭାବେ ହତ୍ୟା ମାମଲାରେ ଦାରା ସିଂହ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ନିର୍ମମଭାବେ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ ଦାରା ସିଂହଙ୍କ କ୍ଷମା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ସିବିଆଇକୁ ଜବାବ ଦାଖଲ କରିବାକୁ କହିଛନ୍ତି। ସିବିଆଇକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିବା ପୂର୍ବରୁ ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ୍ ଏସ୍ ଭିଏନ୍ ଭଟ୍ଟିଙ୍କ ନେତୃତ୍ୱରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ସିବିଆଇକୁ ଏହି ମାମଲାରେ ଦ୍ୱିତୀୟ ଉତ୍ତରଦାତାଭାବେ ଘୋଷଣା କରିଥିଲେ। ଯଦିଓ ତାଙ୍କ ଓକିଲ ଏହି ମାମଲାର ତଦନ୍ତକାରୀ ଏଜେନ୍ସି ସିବିଆଇକୁ ଅନ୍ୟତମ ପକ୍ଷ/ଉତ୍ତରଦାତା ଭାବରେ ନିଯୁକ୍ତ କରିବାକୁ ସର୍ବୋଚ୍ଚ…

Read More