Author: Purva Paksha

Odisha an aviation hub of country: ଓଡ଼ିଶାକୁ ଭାରତର ବିମାନ ଚଳାଚଳ ଶିଳ୍ପରେ ଅଗ୍ରଣୀଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ବୋଲି ଉଲ୍ଲେଖ କରି ଆହୁଜା କହିଛନ୍ତି ଯେ ରାଜ୍ୟ ସରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସ୍ଥାନୀୟ ପ୍ରତିଭାମାନଙ୍କୁ ସଶକ୍ତ କରିବା ଏବଂ ନିରନ୍ତର ଶିଳ୍ପ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ ପ୍ରୋତ୍ସାହନ ଦେଉଛନ୍ତି। ଓଡ଼ିଶାକୁ ବିଶ୍ୱର ଏକ ଅଗ୍ରଣୀ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ରକ୍ଷଣାବେକ୍ଷଣ, ମରାମତି ଓ ଓଭରହୋଲ (ଏମଆରଓ) ସୁବିଧାର ବିକାଶ ପାଇଁ ପ୍ରମୁଖ ଅଂଶୀଦାରମାନଙ୍କ ସହ ଏକ ପରାମର୍ଶଦାତା ବୈଠକ ଆୟୋଜନ କରିଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ନୀତି ସଂକଳ୍ପ (ଆଇପିଆର୍) ୨୦୨୨ ଅଧୀନରେ ଓଡ଼ିଶାକୁ ଏମଆରଓ ଅପରେଟର, ମୂଳ ଉପକରଣ ନିର୍ମାତା (ଓଇଏମ୍) ଏବଂ ପୂର୍ବାଞ୍ଚଳର ଏୟାରଲାଇନ୍ସମାନଙ୍କ ପାଇଁ ଏକ ପସନ୍ଦର ସ୍ଥାନଭାବେ ପ୍ରତିଷ୍ଠା କରିବା ପାଇଁ…

Read More