Author: Purva Paksha

Remembering Pritish Nandy’s Apology to Odisha CM on Illustrated Weekly: ଜଣେ ଓଡ଼ିଆ ହୋଇନଥିଲେ ମଧ୍ୟ ଓଡ଼ିଶା ରାଜନୀତିକୁ ନୂଆ ମୋଡ଼ ଦେଇଥିଲେ ପ୍ରୀତିଶ ନନ୍ଦୀ। ଆଜି ବି ତାଙ୍କଦ୍ୱାରା ପ୍ରକାଶିତ ଦୁଇଟି ରିପୋର୍ଟ ରାଜନୀତିକ ଏବଂ ଅନୁସନ୍ଧାନମୂଳକ ସାମ୍ବାଦିକତା କରୁଥିବା ପ୍ରତିଟି ଭାରତୀୟ ସାମ୍ବାଦିକ ତଥା ସାମ୍ବାଦିକତା ଛାତ୍ର ପାଇଁ ଉଦାହରଣ ହୋଇ ରହିଛି। ଜଣେ ସମ୍ପାଦକ, ରାଜ୍ୟସଭା ସଦସ୍ୟ, କବି ଓ ଲେଖକ ତଥା ସିନେମା ପ୍ରଯୋଜକଭାବେ ପ୍ରୀତିଶ ନନ୍ଦୀ ବେଶ୍‍ ପରିଚିତ। ବୁଧବାରଦିନ ୭୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଜଣେ ଓଡ଼ିଆ ହୋଇନଥିଲେ ମଧ୍ୟ ଓଡ଼ିଶା ରାଜନୀତିକୁ ନୂଆ ମୋଡ଼ ଦେଇଥିଲେ ଶ୍ରୀ ନନ୍ଦୀ। ଆଜି ବି ତାଙ୍କଦ୍ୱାରା ପ୍ରକାଶିତ ଦୁଇଟି ରିପୋର୍ଟ ରାଜନୀତିକ ଏବଂ ଅନୁସନ୍ଧାନମୂଳକ ସାମ୍ବାଦିକତା କରୁଥିବା ପ୍ରତିଟି ଭାରତୀୟ ସାମ୍ବାଦିକ ତଥା ସାମ୍ବାଦିକତା ଛାତ୍ର ପାଇଁ ଉଦାହରଣ ହୋଇ ରହିଛି। ଯେଉଁ ରିପୋର୍ଟ ଯୋଗୁଁ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ…

Read More