Author: Purva Paksha

Subhadra Yojana : ସୁଭଦ୍ରା ଯୋଜନା ପୋର୍ଟାଲରେ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏକ ନୂତନ ଓପିଟି-ଇନ୍ ସୁବିଧା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାରୁ ଭୁଲବଶତଃ ବାଦ୍‍ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ପୋର୍ଟାଲରେ ଏକ ନୂଆ ସୁବିଧା ଆଣିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ସୁବିଧା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ପୋର୍ଟାଲରେ ମନୋନୀତ ହିତାଧିକାରୀଙ୍କ ପାଇଁ ଏକ ନୂତନ ସୁବିଧା ରହିଛି। ପୋର୍ଟାଲରେ ଲଗଇନ୍ କରିବା ପରେ ଯେ କେହି ବି ଅପ୍ଟ-ଇନ୍ କରିପାରିବେ ବୋଲି ସେ କହିଛନ୍ତି। ହିତାଧିକାରୀମାନେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ତାରିଖକୁ ଅପେକ୍ଷା କରିଥିବାବେଳେ ଏହି ଘୋଷଣା ହୋଇଛି। ଜାନୁଆରି ୪ ତାରିଖରେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ତଦନ୍ତ କରାଯିବ ଏବଂ ସେହି ଅବଧି ପରେ ଆବେଦନକାରୀଙ୍କ…

Read More