Author: Purva Paksha

Chhattisgarh Police: କିରମିରା ବ୍ଲକ ଅନାସ୍ଥା ଭୋଟ ପୂର୍ବରୁ ଛତିଶଗଡ଼ ପୁଲିସ ଓଡ଼ିଶାର ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖିଛି। ଗିରଫଦାରି ଓଡ଼ିଶାରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ପୁଲିସ ଅଟକ ରଖିଛି। ଗୁରୁବାର ବିଳମ୍ବିତ ରାତିରେ ସରାଇପାଲି ଥାନା ପୁଲିସ ଏହି ଚଢ଼ଉ କରିଥିଲା। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ଜଣେ ଗ୍ରାମ ସରପଞ୍ଚଙ୍କୁ ଅଟକ ରଖାଯାଇଛି। ଶୁକ୍ରବାର କିରମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ପୂର୍ବରୁ ଏହି ଘଟଣା ସାମ୍ନାକୁ ଆସିଛି। ଏହାର ଜବାବରେ ବିଶାଲ ଦାବି କରିଛନ୍ତି ଯେ ପୁଲିସର କାର୍ଯ୍ୟାନୁଷ୍ଠାନ ଅନ୍ୟାୟ। ତେବେ ଅଭିଯୋଗର ନିର୍ଦ୍ଦିଷ୍ଟ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। ଏପର୍ଯ୍ୟନ୍ତ ସରାଇପାଲି ପୁଲିସ ବିଶାଲ ଓ ଅନ୍ୟମାନଙ୍କ ବିରୋଧରେ ଅଟକ ରଖାଯିବାର କାରଣ କିମ୍ବା ଅଭିଯୋଗ ସମ୍ପର୍କରେ କୌଣସି…

Read More