Author: Purva Paksha

Smart investment: ଆଜିକାଲି ସମସ୍ତେ ନିବେଶ କରୁଛନ୍ତି। କିନ୍ତୁ ସମସ୍ତେ ସ୍ମାର୍ଟ ନିବେଶ କରୁନାହାନ୍ତି। ଯେଉଁକାରଣରୁ ଲୋକମାନେ ନିଜ ଲକ୍ଷ୍ୟରେ ପହଞ୍ଚି ପାରୁନାହାନ୍ତି। ଯେ ପର୍ଯ୍ୟନ୍ତ ଆପଣ ଟଙ୍କା ପାଇଁ କାମ କରୁଛନ୍ତି ସେପର୍ଯ୍ୟନ୍ତ ଆପଣ ଅର୍ଥନୈତିକ ସ୍ୱାଧିନତା ପାଇବେ ନାହିଁ। ଅର୍ଥନୈତିକ ସ୍ୱାଧିନତା ପାଇଁ ଆପଣଙ୍କୁ ନୁହେଁ ଆପଣଙ୍କ ଟଙ୍କାକୁ କାମ କରିବାକୁ ହେବ। ଫାଇନାନସିଆଲ ଦୁନିଆର ଏହା ହେଉଛି ଗୋଟିଏ ପ୍ରସିଦ୍ଧ ଉକ୍ତି। ଯାହା ଅନୁସାରେ ଆପଣ ସୋଇଥିବେ କିନ୍ତୁ ଆପଣଙ୍କ ପାଇଁ ଆପଣଙ୍କ ଟଙ୍କା ରାତିରେ ବି କାମ କରୁଥିବ। ସ୍ପଷ୍ଟ ଭାଷାରେ କହିବାକୁ ଗଲେ ଏହା ହେଉଛି ସ୍ମାର୍ଟ୍ ନିବେଶ। ସ୍ମାର୍ଟ ନିବେଶର ଅର୍ଥ କେବଳ ଟଙ୍କା ବିନିଯୋଗ କରିବା ନୁହେଁ, ବରଂ ସେହି ଟଙ୍କାକୁ ଏପରି ଭାବରେ ବିନିଯୋଗ କରିବା ଯାହା ସମୟ କ୍ରମେ ବୃଦ୍ଧି ପାଇପାରିବ ଏବଂ ବିପଦକୁ ହ୍ରାସ କରିପାରିବ। ସଠିକ୍ ନିବେଶ ରଣନୀତି ଆପଣାଇ ଆପଣ ନିଜର ଆର୍ଥିକ ଲକ୍ଷ୍ୟକୁ…

Read More