Author: Purva Paksha

Utkarsh Odisha 2025: ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ନିବେଶ ପ୍ରତିଶ୍ରୁତିର ସୁଅ। ପ୍ରଥମ ଦିନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଏମଓୟୁ ଦ୍ୱାରା ରାଜ୍ୟକୁ ୪ରୁ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏହା ଭିତରୁ ସବୁଠୁ ବଡ଼ ଏମଓୟୁ ଆଦାନୀ ଗ୍ରୁପ ସହ ସ୍ୱାକ୍ଷର ହୋଇଛି। ୨.୨୮ ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛି ଆଦାନୀ। ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ନିବେଶ ପ୍ରତିଶ୍ରୁତିର ସୁଅ। ପ୍ରଥମ ଦିନର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଏମଓୟୁ ଦ୍ୱାରା ରାଜ୍ୟକୁ ୪ରୁ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏହା ଭିତରୁ ସବୁଠୁ ବଡ଼ ଏମଓୟୁ ଏମଓୟୁ  ଆାଦାନୀ ଗ୍ରୁପ ସହ ସ୍ୱାକ୍ଷର ହୋଇଛି।…

Read More