Author: Purva Paksha

Kumbhamela-2025: ମୌନୀ ଅମାବାସ୍ୟାରେ ସ୍ନାନ କରିବାର ପୌରାଣିକ ମହତ୍ତ୍ୱ ରହିଛି। କୁମ୍ଭରେ ସନ୍ନ୍ୟାସୀ ଭାବରେ ଦୀକ୍ଷା ଗ୍ରହଣ କରୁଥିବା ସାଧୁମାନେ ୧୨ ବର୍ଷର କଠିନ ତପସ୍ୟା ପରେ ଦ୍ୱିତୀୟ କୁମ୍ଭର ମୌନୀ ଅମାବାସ୍ୟା ସଙ୍ଗମସ୍ଥଳରେ ସ୍ନାନ କରନ୍ତି ଏବଂ ପୂର୍ଣ୍ଣ ନାଗା ହେବା ପାଇଁ ନିଜର ଦୀକ୍ଷା ସମାପ୍ତ କରନ୍ତି। ୨୦୨୫ ଜାନୁଆରି ୨୯ ତାରିଖରେ ଆଖଡ଼ାମାନେ ମଧ୍ୟ ଏଥିପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ହଠାତ୍… ମୌନୀ ଅମାବାସ୍ୟାରେ ଦଳାଚକଟା ହେବା ପରେ ଆଖଡ଼ାମାନେ ଅମୃତ ସ୍ନାନ ପାଇଁ ବାହାରିଥିଲେ। ବାଟରେ ସେମାନେ ଦଳାଚକଟାର ଖବର ପାଇଲେ, ଯାହା ପରେ ନୂଆ ସନ୍ୟାସୀ ହୋଇଥିବା ନାଗା ସାଧୁମାନେ ଅମୃତ ସ୍ନାନ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବସନ୍ତ ପଞ୍ଚମୀର ଅମୃତ ସ୍ନାନରେ ନାଗା ସାଧୁମାନଙ୍କ ତପସ୍ୟାର ସମାପନ ହେବ। ମହାକୁମ୍ଭରେ ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକୁଟାରେ ୩୦ରୁ ଅଧିକ ପ୍ରାଣ ହରାଇଛନ୍ତି। ଅନେକ ଆହତ ହୋଇଛନ୍ତି। ଦଳାଚକୁଟାକୁ ମାତ୍ର…

Read More