Author: Purva Paksha

୨୦୨୫ ବଜେଟରେ ଭାରତୀୟ ରେଳବାଇ ପାଇଁ ୨.୬୪ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ପ୍ରମୁଖ ପ୍ରକଳ୍ପ ଘୋଷଣା କରିଛନ୍ତି। ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିମ୍ନ ଆୟବର୍ଗଙ୍କ ପାଇଁ ୧୦୦ଟି ଅଣ-ବାତାନୁକୂଳିତ ଅମୃତ ଭାରତ ଟ୍ରେନ୍, ସ୍ୱଳ୍ପ ଦୂରତା ଯାତ୍ରା ପାଇଁ ୫୦ଟି ନମୋ ଭାରତ ଟ୍ରେନ୍ ଏବଂ ୨୦୦ଟି ନୂତନ ବନ୍ଦେ ଭାରତ ସ୍ଲିପର ଏବଂ ଚେୟାର କାର୍ ଟ୍ରେନ୍ ନିର୍ମାଣ ପ୍ରମୁଖ ପ୍ରକଳ୍ପ ରହିଛି। ନିରାପତ୍ତା ଓ ଯୋଗାଯୋଗ ବୃଦ୍ଧି ପାଇଁ ରେଳବାଇ ୧୦୦୦ ନୂଆ ଫ୍ଲାଏ ଓଭର ଓ ଅଣ୍ଡରପାସ୍ ନିର୍ମାଣ କାର୍ଯ୍ୟ ହାତକୁ ନେବ ବୋଲି ସେ କହିଛନ୍ତି। ବଜେଟରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆବଣ୍ଟନ ୧.୧୪ ଲକ୍ଷ କୋଟି ଟଙ୍କାରୁ ୧.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବଜେଟରେ ୪.୬ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ, ନୂତନ ରେଳ ଲାଇନ, ଟ୍ରାକ୍ ଦୋହରୀକରଣ,…

Read More